ବିଜେଡ଼ି ସାଲାଇନ ଓ icu ରେ ଅଛି: ଜୟନାରାୟଣ ମିଶ୍ର

0

ଭୁବନେଶ୍ୱର: ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ।  ସ୍ଵାଗତ।  କିନ୍ତୁ ବିଜେଡ଼ି ଦଳ ରହିଲେ ତ। ବିଜେଡ଼ି ର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ icu ରେ ଅଛି।  ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବା କୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ?  ବିଜେଡ଼ି ତ ଲିଜ୍ ରେ ଚାଲିଥିଲା।  କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଲେ। କୌଣସି କର୍ମୀ କଥା ରହିଲାନି।