ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ମନ୍ତବ୍ୟ ଉପରେ ପତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯେଉଁମାନେ ପୂର୍ବତନ ଏମ ଏଲଏ, ଏମପି ସେମାନେ ଦଳ ଡିଆଁ କରିପାରିବେ | ନୂଆ ମାନଙ୍କ ପାଇଁ ଆଇନ ଅଛି ଦଳ ବଦଳାଇଲେ ଏମ ଏଲଏ ପଦ ରଦ୍ଦ ହେବ |ବିଜେଡି ବିଜେପି ଯାହା ଭାବୁଛନ୍ତି ଏହା ସମ୍ପୂର୍ଣ୍ଣ ବାହାସ୍ପଟ ମାରୁଛନ୍ତି | ବିଜେପି ବିଜେଡି ଡାବା ମାରୁଛନ୍ତି | କିଏ କାହା ଯୋଗାଯୋଗ ରେ ଅଛନ୍ତି ସମୟ କହିବ | କିଛି ଲୋକ ଆସିବା ପାଇଁ ଚାଁହୁଚନ୍ତି କଂଗ୍ରେସ କୁ | ବିଜେଡି ବିଜେପି ନେତା କଂଗ୍ରେସ କୁ ଆସିବେ |