(ସରୋଜ ରାଉତ)ଭୁବନେଶ୍ୱର: ନକଲି ଗୁଇନ୍ଦା ରିପୋର୍ଟ ଘଟଣାରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ହାଜର ହେଲେ ବିଜେପି ନେତା ସମୀର ମହାନ୍ତିଙ୍କ ଓକିଲ। ଏନେଇ ସମୀର ମହାନ୍ତିଙ୍କୁ ଗତକାଲି ନୋଟିସ୍ ଜାରି ହୋଇଥିଲା।ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା । ରାଜ୍ୟ ସରକାର ବିଜେପି ପ୍ରତି ପକ୍ଷପାତିତା କରୁଛନ୍ତି । ପୋଲିସ ରାଜ୍ୟ ସରକାରଙ୍କ ହାତ ବାରିଶ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି ।
Police tool in govt hand: BJP