୯ ବିଧାନସଭା ଓ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ବିଜେପି ତାର ୯ ଟି ବିଧାନସଭା ଓ ୨ ଟି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । କନ୍ଧମାଳ ଲୋକସଭା ଆସନରୁ ଖାରବଲେ ସ୍ୱାଇଁ ଏବଂ କଟକ ଲୋକସଭା ଆସନରୁ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛି । । ସେହିପରି ବିଧାସଭା ଆସନା ପାଇଁ , ଝାରସୁଗୁଡାରୁ ଦିନେଶ ଜୈନ, ରେଢାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରୀପୋଖରୀରରୁ ଦବ୍ରିନାୟାରଣ ଧଳ, ଭଦ୍ରକରୁ ପ୍ରଦୀପ ନାୟକ, ଫୁଲବାଣୀରୁ ଦେବନାରାୟଣ ପ୍ରଧାନ, ପାରାଦୀପରୁ ସମ୍ପଦ ସ୍ୱାଇ, ଜୟଦେବରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ୱରଂଜନ ବଡଜେନା ଏବଂ ବେଗୁନିଆରୁ ରିଷଭ ନନ୍ଦଙ୍କ ନାଁ ଘୋଷଣା କରିଛି ବିଜେପି ।