ବିଜେଡ଼ିରେ ଯୋଗ ଦେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ Videoରାଜନୀତି By Reporters Today Bureau On Mar 24, 2019 0 Share (ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ସୁନ୍ଦରଗଡ଼ ଜିଲ୍ଲାର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏକ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ବିଜେଡ଼ି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । bbsrOdishareporterstoday 0 Share FacebookTwitterGoogle+ReddItWhatsAppPinterestEmail