ବିଜେଡ଼ିକୁ ଟାର୍ଗେଟ କଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ

0

ବିଧାନସଭା;କିଟ୍ ରେ ଯେଉଁ ଘଟଣା ଘଟିଛି ତାହା ଦୁର୍ଭାଗ୍ୟ ଜନକ। କିନ୍ତୁ କିଟ୍ ର ମାଲିକ କେଉଁ ଦଳର ସାଂସଦ ଥିଲେ। କେଉଁ ଦଳ ତାଙ୍କୁ କୋଳ ରେ ବସାଇଥିଲା। ବିଜେଡ଼ି କୁ କଲେ ଟାର୍ଗେଟ। ପରି, ମମିତା, ମାହାଙ୍ଗା ଭଳି ଘଟଣା ଘଟିଥିଲା। ସେଥିରେ ବିଜେଡ଼ି ସରକାର ର ନେତା ବିଧାୟକ ସମ୍ପୃକ୍ତି ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଯେଉଁଠି ପ୍ରତିବାଦ ହେଉଥିଲା ସେଠି କୋଳ ରେ ବସାଇ ସଭା କରିଥିଲେ ମୁଖ୍ୟମନ୍ତ୍ରୀ। ସେତେବେଳେ ଯେଉଁମାନେ ତୁଣ୍ଡି ମାରି ବସିଥିଲେ ଆଜି ସେମାନେ ଆଇନ୍ ଶୃଙ୍ଖଳା ପାଠ ପଢା ଉଛନ୍ତି। ଯାହାକି ହାସ୍ୟାସ୍ପଦ। ଶୂନ୍ୟକାଳ ରେ କିଟ୍ ପ୍ରସଙ୍ଗ ଉଠାଇ ବିରୋଧୀ ଙ୍କୁ ଜବାବ ଦେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।