ସଂସଦରେ ରାହୁଲ ଗାନ୍ଧୀ ଠେଲି ଦେବାରୁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ

0

ନୂଆଦିଲ୍ଲୀ : ସଂସଦରେ  ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ । ରାହୁଲ ଗାନ୍ଧୀ  ଠେଲି ଦେବାରୁ ପଡିଗଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଏଭଳି ଅଭିଯୋଗ ଆଣିଲେ ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଆମ୍ବଲାନ୍ସ ଯୋଗେ   ମେଡିକାଲକୁ ନିଆଯାଇଛି । ଏହି ସମୟରେ ରାହୁଲ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ,  ମୁଁ ସଂସଦର ପ୍ରବେଶ ଦ୍ୱାରକୁ ଯିବା ପାଇଁ ଚେଷ୍ଟା କରୁଥିଲି । କିନ୍ତୁ ବିଜେପିର ସାଂସଦମାନେ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ଏସବୁ ହୋଇଛି ।