ଟୁଇଟରରୁ ଗାୟପ ହୋଇଯିବ ବ୍ଲୁ ଟିକ,ଏଲନ ମସ୍କ ଏକ ନୂଆ ସୂଚନା ଦେଇଛନ୍ତି

0

ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟର ସିଇଓ ଏଲନ ମସ୍କ ଏକ ନୂଆ ସୂଚନା ଦେଇଛନ୍ତି । ।ପୂର୍ବରୁ କହିଥିଲେ ବ୍ଲୁ ଟିକ ଧାରୀଙ୍କୁ ଟଙ୍କା ଦେବାକୁ ପଡିବ । ଏବେ ପୁଣି ଏକ ନୂଆ କଥା ସାମ୍ନାକୁ ଆସିଛି ।ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ। ସୂଚନାଯୋଗ୍ୟ, ୧ ଏପ୍ରିଲରେ ବ୍ଲୁ ବ୍ୟାଜ ହଟାଇବାର ଖବର ଆସିଥିଲା ।