ଭୁବନେଶ୍ୱର: ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନାଳକୁ ସଫା କରିବ BMC | ଇରିଗେସନ ସହ ମିଶି BMC ର ଏକ ଟିମ ବାହାରକୁ ଯାଇଥିଲା ଦୟା ପ୍ରଦୂଷିତ ଅଛି, ଉଦାହରଣ ସ୍ୱରୂପ ଦୟା ୱେଷ୍ଟ କେନାଲର 100 ମିଟର କୁ ପ୍ରଥମେ କାମ କରିବ BMC ଏହାପରେ ସରକାର ଙ୍କୁ ରିପୋର୍ଟ ଦେବ BMC| ମଞ୍ଚେଶ୍ୱରରେ ଥିବା ଇଣ୍ଡଷ୍ଟ୍ରି ଗୁଡିକ ପାଇଁ କଡା ନିୟମ ଆଣିବାକୁ ଓଡ଼ିଶା ପଲୁସନ କଣ୍ଟ୍ରୋଲ ବୋର୍ଡ ପାଖରେ ଦାବି ଜଣାଇଲେ ମେୟର ମଞ୍ଚେଶ୍ୱରରେ ଥିବା ଇଣ୍ଡଷ୍ଟ୍ରି ଗୁଡିକ ପ୍ରଦୂଷିତ ପାଣି ନ ଛାଡିକି ଟ୍ରିଟମେଣ୍ଟ କରି ଛାଡ଼ିବେ | ଆମେ ଶହେ ପ୍ରତି ସତ ସ୍ବେରେଜ ସିଷ୍ଟମ କରିବାକୁ ଯାଉଛୁ କହିଲେ ମେୟର ସୁଲୋଚନା ଦାସ|
କଣାସରେ ହଇଜା ପାଇଁ ଦୁଃଖିତ | ଆମେ ଆଉ ଗଙ୍ଗୁଆ ନାଳକୁ କୌଣସି ଟଇଲେଟ ଯାଉନି | ବହୁତ କମ ପାଣି ଯାଉଛି |ଟ୍ରିଟମେଣ୍ଟ କରି ଛଡାଯାଉଛି | ବହୁତ ଖରାପ ଜିନିଷ ରହିଛି ତା ଭିତରେ | ଯେଉଁଥିପାଇଁ ଦୟା ପାଣି ପ୍ରଦୂଶୀତ ହେଉଛି | ଦୟା ପାଣି ଯେଉଁମାନେ ପିଉଛନ୍ତି ରୋଗ ଗ୍ରସ୍ତ ହେଉଛନ୍ତି | ଭୁବେନେଶ୍ୱର ରେ ଯେତେ ଇଣ୍ଡଷ୍ଟ୍ରି ରହିଛି ସେଥିରୁ ପ୍ରଦୂଷିତ ପାଣି ବାହାରୁଛି ସେଗୁଡା ଟ୍ରିଟମେଣ୍ଟ ହେଇ ବାହାରୁନି | ଆମେ ଶହେ ପ୍ରତିଶତ ସ୍ବେରେଜ ସିଷ୍ଟମ କରିପାରିନୁ | ଏବେ ମଧ୍ୟ ଲୋକ କିଛି ଜାଗାରେ ଢାଳି ଦେଉଛନ୍ତି | ସରକାର ଏବେ ପଦକ୍ଷେପ ନେଉଛନ୍ତି | ଆଗରୁ IIT ରୁପକେ କୁ ଦିଆଯାଇଥିଲା | ଏବେ ଇରିଗେସନ ସହ ମିଶି BMC ର ଏକ ଟିମ ବାହାରକୁ ଯାଇଥିଲେ | ଆମେ ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନାଳ କୁ ସଫା କରିବା ପାଇଁ ପ୍ରତିଶୃତି ବଦ୍ଧ |କାହାକୁ ଦାୟୀ ନକରି ସମସ୍ୟା ର ସମାଧାନ କରିବା ଦରକାର | ଦୟା ପ୍ରଦୂଷିତ ଅଛି | ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ପାଇଁ ଆମେ କାମ କରିବୁ |ଉଦାହରଣ ପାଇଁ ଦୟା ୱେଷ୍ଟ କେନାଲର 100 ମିଟର କୁ ପ୍ରଥମେ କାମ କରିବୁ | ତାପରେ ସରକାର ଙ୍କୁ ଦେବୁ | ସରକାର ଙ୍କ ପାଖରେ ଦାବି ଓଡ଼ିଶା ପଲୁସନ କଣ୍ଟ୍ରୋଲ ବୋର୍ଡ ନିୟମ ଆଣନ୍ତୁ ମଞ୍ଚେଶ୍ୱରରେ ଥିବା ଇଣ୍ଡଷ୍ଟ୍ରି ଗୁଡିକ ପ୍ରଦୂଷିତ ପାଣି ନ ଛାଡିକି ଟ୍ରିଟମେଣ୍ଟ କରି ଛାଡ଼ିବେ |ଆମେ ଶହେ ପ୍ରତି ସତ ସ୍ବେରେଜ ସିଷ୍ଟମ କରିବାକୁ ଯାଉଛୁ |