ମଶା ବୃଦ୍ଧି ରୋକିବା ପାଇଁ BMCର ବୈଠକ

0

ଭୁବନେଶ୍ୱର: କାମ କରୁନି BMC ବ୍ୟବହାର କରୁଥିବା ମଶା ମରା ତେଲ | ମଶା ବୃଦ୍ଧି ରୋକିବା ପାଇଁ BMC ର ବୈଠକ | ମଶା ବୃଦ୍ଧି ହେଉଛି | ମଶା ଇଫେକ୍ଟିଭ ହେଉନି |ସବୁ ୱାର୍ଡ ରେ କାମ କରିଚାଲିଛୁ |ଫଗିଙ୍ଗ ସହ ତେଲ ସ୍ପେ ହଉଛି କିନ୍ତୁ କାହିଁକି ମରୁନି ଆମେ ସର୍ଭେ କରିଥିଲୁ |ମଶାଙ୍କ ରେଜିଷ୍ଟାଂଶ ପାୱାର ବଢିଯାଇଛି |ପୂର୍ବରୁ ଯେଉଁ କେମିକାଲ ବ୍ୟବହାର କରିଥିଲୁ ତାକୁ ବଦଳାଇ ନୂଆ କେମିକାଲ ମାଲାଥନ ବ୍ୟବହାର କରାଯିବ ବୋଲି ସରକାର କହିଥିଲେ କାରଣ ଏସବୁ ନିଷ୍ପତି ସ୍ୱାସ୍ଥ୍ୟ ବିଭାଗ ନିଏ |

ତାଙ୍କ ନିର୍ଦ୍ଧେଶ ଅନୁସାରେ ଦୁଇ ଦିନ ହେଲା ଆମେ ତେଲ ବଦଳାଇଛୁ |ଏବେ ଟ୍ରାଏଲ ଚାଲିଛି ପରେ ରେଗୁଲାର ବ୍ୟବହାର କରିବୁ |ମଶା କମୁଛି କି ନାହିଁ ଦେଖିବୁ | ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନାଲ ସଫା ହେଲେ ତା ପାଖ ୱାର୍ଡ ରେ ମଶା ହେବନି | ସବୁ ମାସ ରେ ୱାର୍ଡ କୁ ଜଣାଯାଉଛି |

 

 ଅଭିଯୋଗ ହେଉଥିଲା ସରକାର ଗଲା ପରେ BMC କାମ କରୁନି ଏହା ଭୁଲ କଥା |BMC ର ସମସ୍ତ କର୍ପୋରେଟର ଓ କମିଶନର କାମ କରୁଛନ୍ତି | ମନ୍ତ୍ରୀ, ବିଧାୟକ, ସାଂସଦ ଙ୍କ ପାଖରେ ଆମେ ଉତ୍ତର ଦାୟୀ କିନ୍ତୁ ଦଳୀୟ ଭିତରେ ହେଉଥିବାରୁ ଆମେ ଦୁଃଖିତ |