ଦେବଭାଷା ସଂସ୍କୃତର ଉନ୍ନତିରେ ସମାଜର ଉନ୍ନତି ସମ୍ଭବ

0

( ସୁରେଶ କୁମାର ସାମନ୍ତରାୟ): ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତର ଦେଉଳି ସ୍ଥିତ ଶ୍ରୀରାଧାମାଧବ ସଂସ୍କୃତ ମହାବିଦ୍ୟାଳୟର ନୂତନ ସୌଧ ନିର୍ମିତ ୩ ଟି କକ୍ଷ ଉଦଘାଟିତ ହୋଇଛି । ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ସଂସ୍କୃତ ଭାଷା ହେଉଛି ଦେବ ଭାଷା । ଯାହାକୁ ଏବେ ଆଧୁନିକ ସଭ୍ୟତାରେ ବେଜ୍ଞାନିକମାନେ ଖୋଜିବୁଲୁଛନ୍ତି । ସଭାପତି ଭାଗୀରଥି ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ରୂପେ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ଡ. ମଧୁସୂଦନ ମିଶ୍ର ଓ ସମ୍ମାନୀୟ ଅତିଥି ସମାଜସେବୀ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ ।