ବିଜାପୁରରେ ବୋମା ବିସ୍ଫୋରଣ: ଜଣେ ସିଆରପିଏଫ ଯବାନ ଆହତ

0

ନୂଆଦିଲ୍ଲୀ : ଛତିଶଗଡ ବିଜାପୁରରେ ପ୍ରେସର ବୋମା ବିସ୍ଫୋରଣ ହୋଇଛି । ମହାଦେବ ଘାଟରେ କୁମ୍ବିଂବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ୧୯୬ ବାଟାଲିୟନ  ହେଡ  କନଷ୍ଟେବଳ ରାକେଶ କୁଲୁର ଆହତ  ହୋଇଛନ୍ତି । ଆହତ ଯବାନଙ୍କୁ  ବିଜାପୁର  ଜିଲ୍ଲା ମୁଖ୍ୟ କାଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।