“ବିମୁଗ୍ଧ ନିର୍ବାଣ” ପୁସ୍ତକ ଲୋକାର୍ପିତ

0

(ମୋନାଲିସା ମିଶ୍ର)ଢେଙ୍କାନାଳ: ଲୋକାର୍ପଣ ଉତ୍ସବ ତଥା “ବିମୁଗ୍ଧ ନିର୍ବାଣ” ପୁସ୍ତକର ଭୂମିସ୍ପର୍ଶ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ରଚିତ କବିତା ସଙ୍କଳନ “ବିମୁଗ୍ଧ ନିର୍ବାଣ”ର ଭୂମିସ୍ପର୍ଶ ଉତ୍ସବ ଅବସରରେ ମୁଖ୍ୟ ଅତିଥି କବି ଜୟନ୍ତ ମହାପାତ୍ର, ସଂମାନିତ ଅତିଥି ଡ଼ଃ. ବାବାଜି ଚରଣ ପଟ୍ଟନାୟକ, କବି ଭାଗିରଥି ମିଶ୍ର, ଆଲୋଚକ କବି ଅକ୍ଷୟ ପାତ୍ର ଯୋଗଦାନ କରିବା ସହ ବରିଷ୍ଠ ସ୍ତମ୍ଭକାର ଡ଼ଃ.ମୃଣାଳ ଚାଟାର୍ଜୀଙ୍କ ଅଧକ୍ଷତାରେ ଉପସ୍ଥିତ ଅତିଥିମାନେ ପୁସ୍ତକକୁ ଲୋକାର୍ପଣ କରିଥିଲେ।