ଜାନୁଆରୀ ଶେଷ ସୁଦ୍ଧା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ମରାମତି ଓ ଗଣତି କାର୍ଯ୍ୟ ଶେଷ

0

ଭୁବନେଶ୍ୱର: ଜାନୁଆରୀ ଶେଷ ସୁଦ୍ଧା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ମରାମତି ଓ ଗଣତି ଶେଷ ହେବ। ପ୍ରଥମେ ମରାମତି ହେବ।  ଏନେଇ ASI କୁ ଅବଗତ କରାଯାଇଛି। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଙ୍କ ସୂଚନା।

ମେଘନାଦ ପାଚେରୀ କାମ ଚାଲିଛି। ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗେଇବ। ଆସନ୍ତା ବୁଧବାର ଏନେଇ ବୈଠକ ବସିବ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଙ୍କ ସୂଚନା।