ଉଚ୍ଚ ଶିକ୍ଷା କ୍ଷେତ୍ର ରେ ଲାଗୁ ହେଲା ସଂରକ୍ଷଣ ବ୍ୟବସ୍ଥା…

0

6 ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର | ଉଚ୍ଚ ଶିକ୍ଷା କ୍ଷେତ୍ର ରେ ଲାଗୁ ହେଲା ସଂରକ୍ଷଣ ବ୍ୟବସ୍ଥା | ସାମାଜିକ ନ୍ୟାୟ ପ୍ରଦାନ କରିବାରେ ଆର୍ଥିକ ଦୃଷ୍ଟି କୋଣ ରୁ ପଛୁଆ ବର୍ଗ ଙ୍କୁ ସହାୟକ ହେବ | ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ SEBC ଛାତ୍ରଛାତ୍ରୀ ନାମଲେଖା ରେ 11.05 % ଆସନ ସଂରକ୍ଷଣ ଲାଗୁ | 2025-26 ଶିକ୍ଷା ବର୍ଷ ରୁ ଲାଗୁ | ଏହା ଉଚ୍ଚ ସ୍ନାତକ, ସ୍ନାତକତୋର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ପ୍ରଦର୍ଶନ କଳା ରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡା ଓ ଯୁବ ସେବା ବିଭାଗ ର ବିପି ଏଡ଼/ଏମ ପି ଏ ଡ଼ ପାଠ୍ୟକ୍ରମ ରେ ଲାଗୁ କରାଯିବ | ଅନୁଷ୍ଠାନ ରେ ଜନଜାତି ଛାତ୍ର ଛାତ୍ରୀ ପାଇଁ 22.05% , ଅନୁସୂଚିତ ଜାତି 16.25%, ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ପାଇଁ 5%ଓ ପୂର୍ବତନ ସେନାନଙ୍କ ପାଇଁ ପରିବାର ସଦସ୍ୟ ପାଇଁ 1%ଆସନ ସଂରକ୍ଷଣ ପ୍ରଚଳନ ହେବ | ବିଗତ ଦିନ ରେ ନେତୃତ୍ୱ ନେଉଥିବା ସରକାର ବିଫଳ ହୋଇଥିଲେ | ରାଜନୈତିକ ଅଭିଶନ୍ଧି ଭାବେ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ବାସ୍ତବତା ଦୂରରେ ଥିଲା | ନୂଆ ସରକାର ସାମ୍ବିଧାନିକ ଅଧିକାର ଦେଇଛନ୍ତି |
ଦକ୍ଷତା ଓ ବୈଷୟିକ ବିଭାଗ ରେ ନିୟମାବଳୀ ସଂଶୋଧନ |