ମୁମ୍ବାଇ:ମହେନ୍ଦ୍ର ସିଂ ଧୋନି ତାଙ୍କ କଥା କହିଲେ ମନରେ ଆସେ କ୍ୟାପଟେନ କୁଲ କଥା । ତାଙ୍କର ଜନ୍ନ ମଧ୍ୟବିତ ପରିବରରେ ହୋଇଥିଲା । ସେ କେବେ କ୍ରିକେଟ ଖୋଳିବେ ବୋଲି ଆଶା କରିନଇଲେ କିନ୍ତୁ ତାଙ୍କ ଜୀବନରେ ଏପରି ମୋଡ ଆସିଲା ଯେ ଜଣେ ଟିକେଟ କଲେକ୍ଟରୁ କ୍ୟାରିୟର ଆରମ୍ଭ କରି ଦେଶର ଜଣେ ଶ୍ରେଷ୍ଟ ଖେଳାଳି ଭାବେ ଆଜି ପରିଚିତ । ଚଳିତ ଆଇପିଏଲରେ ତାଙ୍କୁ ଏକ ଭିନ୍ନ ଅବତାରେ ଦେଖିବାକୁ ମିଳୁଛି । ଧୋନିଙ୍କୁ ୪୨ ବର୍ଷ ହୋଇମଧ୍ୟ ସେ ଲାଗୁନାହାନ୍ତି । ଏମିତି ଲାଗୁଛି ଦିନକୁ ଧୋନିଙ୍କ ବୟସ କମିବାକୁ ଲାଗିଛି । ଏହି ବୟସରେ ସେ ଏତେ ଫିଟ ଫାଇନ ଅଛନ୍ତି ଯେ ତାଙ୍କଠାରୁ କମ ବୟସର ଖେଳାଳି ମାନେ ଅନ୍ୟ ଖେଳାଳି ଫିକା ପଡିଯାଇଛନ୍ତି । ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ ଗୁଜରାଟରେ ଅନୁଷ୍ଟିତ ହୋଇଥିବା ସତ୍ୱେ ସେଠାରେ ବହୁ ମାତ୍ରାରେ ସିଏସକେ ଫ୍ୟାନମାନ ମାନଙ୍କ ଦ୍ୱାରା ନରେନ୍ଦ୍ର ମୋଦି ଷ୍ଟାଡିୟମ ଯେପରି ହଳଦିଆ ଚାଦର ଘୋଡାଇ ହେବାର ଦେଖିବାକୁ ମିଳୁଥିଲା ।
୪ଥର ଆଇପିଏ ମ୍ୟାଚରେ ବିଜେତା ମଧ୍ୟ ହୋଇଛନ୍ତି । ଜିଏ ୨୦୧୭ରେ ଟି-୨୦ ୱାର୍ଲଡ କପ, ୨୦୧୧ରେ ୱାର୍ଲଡ କପ ଓ ଆଇସିସି ଚମ୍ପିଆନ ଟ୍ରଫି । ୨୦୧୦ ଓ ୨୦୧୬ ରେ ଏସିଆ କପ ଜିତିଥିଲେ । ୨୦୧୦ଏବଂ ୨୦୧୧ରେ ଆଇସିସି ଟେଷ୍ଟ ମ୍ୟାଚରେ ଜିତିଛନ୍ତି ।