Browsing Category

ବିଶ୍ୱ

ରାତିରେ ଆକାଶରେ ଦେଖାଯିବ କଳା ଜହ୍ନ

ଭୁବନେଶ୍ଵର: ଆକାଶରେ ଦେଖାଯିବ କଳା ଜହ୍ନ। ଚଳିତବର୍ଷ ଆକାଶରେ ବିରଳ ଜହ୍ନ ଦେଖିବାକୁ ମିଳିବ । ଏସିଆ , ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ମଙ୍ଗଳବାର ଭାରତରେ ଭୋର୍ ୪ଟାରେ କଳା ଜହ୍ନ ଦୃଶ୍ୟମାନ ହେବ । ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ।…
Read More...

୨୦୨୫କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ଆଉ କେଇ ଘଣ୍ଟା ପରେ ଶେଷ ହେବ ୨୦୨୪ ଆଉ ଆରମ୍ଭ ହେବ ୨୦୨୫ । କିନ୍ତୁ ନୂତନ ବର୍ଷ ଆରମ୍ଭରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଅନେକ ଆଲୋଚନା କରାଯାଉଛି । କାରଣ ବାବା ଭେଙ୍ଗାଙ୍କ ଅନୁସାରେ ଆଗାମୀ ୨୦୨୫ ଅତ୍ୟନ୍ତ ଭୟଙ୍କର ହେବ । ବାସ୍ତବରେ ବାବା ଭେଙ୍ଗା ଦାବି କରିଛନ୍ତି ଯେ ୨୦୨୫ ମସିହାରେ…
Read More...

ଜାରୀ ରହିଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ: ଏୟାରଷ୍ଟ୍ରାଇକରେ ୫ ସାମ୍ବାଦିକଙ୍କ ମୃତ୍ୟୁ

ମସ୍କୋ : ଏବେବି ଜାରୀ ରହିଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ ।  ଇଜରାଇଲ ସେନା ଗାଜାକୁ ଆକ୍ରମଣ କରୁଛନ୍ତି, ଶରଣାର୍ଥୀ କ୍ୟାମ୍ପରେ ଗାଜା ସେନାଙ୍କ ଗାଡ଼ିକୁ ଆକ୍ରମଣ କରି ପାଞ୍ଚଜଣ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ଏବଂ ଉତ୍ତର ଗାଜା ସହରରେ ଏକ ବାସ ଭବନକୁ ବୋମା ମାରି ଅନ୍ୟ ପାଞ୍ଚଜଣଙ୍କୁ ହତ୍ୟା…
Read More...

ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ

ତାଜାକିସ୍ତାନ: ତାଜାକିସ୍ତାନରେ ଭୂମିକମ୍ପ । ଆଜି ସକାଳେ ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ )ର ସୂଚନା ମୁତାବକ, ଏହି ଭୂମିକମ୍ପ ଭାରତୀୟ ସମୟ (ଏଇଏସଟି) ଅନୁସାରେ ସକାଳ ୫ଟା ୪୪ ମିନିଟରେ ଆସିଥିଲା ।…
Read More...

କର୍କଟ ଟିକା ପ୍ରସ୍ତୁତ କଲା ରୁଷ: ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ଘୋଷଣା

ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି।  ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍‌ସର୍‌ ଟିକା ପ୍ରସ୍ତୁତ କରିଛୁ , ଯାହା ଆସନ୍ତା ବର୍ଷ ଆରମ୍ଭରେ ଏହି ଭ୍ୟାକ୍ସିନ ରୁଷ…
Read More...

ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି : ୪ମୃତ , ୭ ଆହତ

ନୂଆଦିଲ୍ଲୀ : ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି । ୱିକୋସିନ ଅଞ୍ଚଳରେ ଥିବା  ଏକ ସ୍କୁଲରେ  ଗୁଳିକାଣ୍ଡ ଘଟିଥିବା ବେଳେ   ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ   ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।  ପୁଲିସର ଗୁଳିରେ   ଆତତାୟୀର ଜୀବନ ଯାଇଛି । ଘଟଣା ପରେ ପୂରା ଅଞ୍ଚଳକୁ  ସିଲ…
Read More...

ଆମେରିକାର କାଲିଫଣ୍ଣିଆରେ ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଭୁମିକମ୍ପରେ ଥରିଲା ଆମେରିକାର କାଲିଫଣ୍ଣିଆ । କାଲିଫର୍ନିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ଥିଲା ।   ସ୍ଥାନୀୟ ସମୟ ୧୨ଟା ୪୦ ମିନିଟରେ ଭୁମିକମ୍ପ ହୋଇଛି ।  ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ଫର୍ନଡେଲଠାରୁ ପାଖାପାଖି ୧୦୦…
Read More...

ତାଲିବାନର ଅଜବ ନିୟମ: ଝିଅ ମାନେ ପଢିପାରିବେନି ଡାକ୍ତରୀ ପାଠ

ନୂଆଦିଲ୍ଲୀ : ପୁଣି ଥରେ ଏକ ବିଚିତ୍ର  ନିୟମ  ଆଣିବାକୁ ଯାଉଛି ତାଲିବାନ ।  ତାଲିବାନ କେତେକ ପ୍ରଦେଶରେ  ଚିକିସ୍‌ôା କରିବା ଉପରେ ପ୍ରତିବନ୍ଧକ ଲଗାଇଛି ।  ଝିଅମାନେ ଏବେଠାରୁ ଡାକ୍ତରୀ  ପାଠ ପଢିପାରିବେନି । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଠ ପଢା ଓ ନିଯୁକ୍ତି ଉପରେ  ମଧ୍ୟ ରୋକ ଲାଗିବ ।…
Read More...

ଭୟଙ୍କର ଭୂମିକମ୍ପରେ ଥରିଲା ଉତ୍ତର ଫିଲିପାଇନ୍ସ

ନୂଆଦିଲ୍ଲୀ : ଭୟଙ୍କର ଭୂମିକମ୍ପରେ ଥରିଲା ଉତ୍ତର ଫିଲିପାଇନ୍ସ । ଏହାର ତୀବ୍ରତା   ରିକ୍ଟର ସ୍କେଲରେ ୫.୬ ରହିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଲୁଜନ ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ତଳେ ରହିଥିଲା। ଫିଲିପାଇନ୍ସର ଭୂମିକମ୍ପ ବିଜ୍ଞାନ ଏଜେନ୍ସି PHIVOLCS କହିଛି ଯେ, କମ୍ପନରୁ…
Read More...

ପାକିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣ: ୧୨ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ବଡ଼ଧରଣର ଆକ୍ରମଣ । ଖୈବର ପଖତୁନଖ୍ୱାରରେ ଥିବା ସେନା ପୋଷ୍ଟ ଉପରେ ଆକ୍ରମଣ କରିବା ଫଳରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନ ତାଲିବାନରୁ ବାହାରିଥିବା ହାଫିଜ ଗୁଲ ବାହାଦୁର ସଂଗଠନ ।…
Read More...