ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ରେ ସିବିଆଇ ରେଡ । ରିକ୍ୟୁରମେଣ୍ଟ ସ୍କାମ ନେଇ ରେଡ କରୁଛି ସିବିଆଇ । ସ୍କାମ କରିଥିବା ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କର ଙ୍କୁ ହେପାଜତ କୁ ନେଇ ରେଡ କରୁଛି ସିବିଆଇ ଟିମ ।
775ଟି ପୋଷ୍ଟ ରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ପ୍ରମାଣ ପାଇଛି ସିବିଆଇ । ଏକାଡେମୀ ବ୍ଲକ ରେ ସିବିଆଇ ରେଡ଼ କରୁଛି । ରେଡ଼ ବେଳେ ବହୁ କାଗଜପତ୍ର ଜବତ କରିଛି ସିବିଆଇ ।