ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ

0

 ଭୁବନେଶ୍ୱର:  IAS ବିଷ୍ଣୁପଦ ସେଠୀ ଙ୍କୁ ସିବିଆଇ ର ସମନ। ଦିଲ୍ଲୀ ସିଆବିଆଇ ରୁ ଆସିଚି ସମନ୍। ଗତ 10ତାରିଖ ରେ CBI ଏହି ସମନ ପଠାଇଥିବା ସୂଚନା। ଟେଣ୍ଡର ଫିକ୍ସିଂରେ ଗିରଫ ତିନି ଅଭିଯୁକ୍ତ ଙ୍କ ଆକାଉଣ୍ଟ ରୁ ବିଷ୍ଣୁ ପଦଙ୍କ ଡ୍ରାଇଭର ଙ୍କ ଆକାଉଣ୍ଟ କୁ ଟଙ୍କା ଯାଇଥିବା ସୂଚନା। ଏହି ମାମଲାରେ ବିଷ୍ଣୁ ପଦ ଙ୍କ ଠାରୁ ଗୁରୁତ୍ଵ ପୂରଣ ତଥ୍ୟ ଜାଣିବାକୁ ଚାହୁଁଚି ସିବିଆଇ।