ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି । ତାଙ୍କର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଅଛନ୍ତି 8 ଜଣ ସାଂସଦ ବି ଅଛନ୍ତି । କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏ କଥା କେତେଥର ପ୍ରଧାନମନ୍ତ୍ରୀ ଙ୍କୁ କେତେ ଥର ଜଣାଇ ଛନ୍ତି । ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରର ।