ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ଚଞ୍ଚଳ : କୋର୍ଟ ଉପରେ ମୋର ବିଶ୍ୱାସ ଅଛି

0

ଭୁବନେଶ୍ୱର: ଦାମୀ କାରରୁ 10 ଲକ୍ଷ ଲାଞ୍ଚ ନେବା ଘଟଣା l ଜେଲରୁ ମୁକୁଳିଲେ ବ୍ରିଜ ଆଣ୍ଡ ରୂଫର ଜିଜିଏମ ଚଞ୍ଚଳ ମୁଖାର୍ଜୀଙ୍କ ସହ 2 ଜଣ କଣ୍ଟ୍ରାକ୍ଟର l ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ଚଞ୍ଚଳ l କହିଲେ ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର l ଖୁବ ଶୀଘ୍ରଏହାର ପର୍ଦାଫାଶ ହେବ l କେଶ ଏବେ ସବ ଜୁଡିଆଲରେ ରହିଛି l କୋର୍ଟ ଉପରେ ମୋର ବିଶ୍ୱାସ ଅଛି l

ସୂଚନାଯୋଗ୍ୟ ଗତ 7 ତାରିଖ ରେ ଜୟଦେବ ବିହାରରୁ ଏକ ଦାମୀ କାର ରୁ 10 ଲକ୍ଷ ଟଙ୍କା ସିବିଆଇ ଜବତ କରିଥିଲା l ଏହି ଘଟଣା ରେ ତିନିଜଣଙ୍କୁ ସିବିଆଇ ଗିରଫ କରିଥିଲା l ଗତକାଲି ତିନି ଅଭିଯୁକ୍ତ କୁ ଜାମିନ ପ୍ରଦାନ କରିଥିଲେ ମାନ୍ୟବର କୋର୍ଟ l