ବାରିପଦା, ଭଦ୍ରକରେ ଖୋଲିଲା ଚାନ୍ଦି ଭଣ୍ଡାର

ରୁପା ଗହଣରେ ଏକ୍ସକ୍ଲୁଯିବ ପାଇବେ ଗ୍ରହ , ଗାଢ଼ ମଜୁରୀରେ ଫ୍ଲାଟ 30% ରିହାତି |

0

ଭୁବନେଶ୍ୱର : ଆନନ୍ଦ ଓ ଉତ୍ସାହର ପର୍ବ ଦୁର୍ଗା ପୂଜାକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛି ଓଡିଶା | ଏହି ଅବସରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସିଲଭର ଚେନ ଛନ୍ଦି ଭଣ୍ଡାର ପରମ୍ପରା, ସୁନ୍ଦରତା ଏବଂ ସୂକ୍ଷ୍ମ କାରିଗରୀର ସ୍ବାଦକୁ ପ୍ରକାଶ କରୁଥିବା କଲେକ୍ସନଗୁଡିକ ଶଃ ପୂଜା ସେଲିବ୍ରେସନରେ ସାମିଲ ହୋଇଛି |

ଚଳିତ ବର୍ଷ ପୂଜା ଋତୁରେ ବାରିପଦାରେ ନୂତନ ଷ୍ଟୋର ଖୋଲି ନିଜ ଉପସ୍ଥିତିକୁ ବଢ଼ିଛି ଛନ୍ଦି ଭଣ୍ଡାର | ଏଥିସହ ଓଡ଼ିଶାର ବୃହତ ସଂଖ୍ୟକ ଗ୍ରାହକ ଅତ୍ୟନ୍ତ ଉତ୍ତମମାନର ରୁପା ଗହଣା କଲେକ୍ସନର ଅନୁଭୂତି ନେଇପାରିବେ | ଖାଲି ସେତିକି ନୁହେଁ ସମାନ ଦିନରେ ଅକ୍ଟୋବର 1ରେ ଭଦ୍ରକରେ ମଧ୍ୟ ଆଉ ଏକ ଷ୍ଟୋର ଖୋଲାଯାଇଛି |

ଷ୍ଟୋର ପକ୍ଷରୁ ପ୍ରସ୍ତୁତ ଆର୍ଯ୍ୟ କଲେକ୍ସନରେ ଅକ୍ସିଡାଇଜ୍ଡ ଗହଣାରେ ବ୍ୟାପକ ରେଞ୍ଜ ରହିଛି । ୯୨.୫% ଷ୍ଟର୍ଲିଂ ସିଲଭରରେ ଅତି ସୂକ୍ଷ୍ମ ଭାବରେ ପ୍ରସ୍ତୁତ ଏହି ଗହଣାରେ ଅତ୍ୟନ୍ତ ଚମକଦାର କଲର ଷ୍ଟୋନ ବ୍ୟବହାର ହୋଇଛି । ଉଭୟ ଉତ୍ସବ ଏବଂ ନିତିଦିନିଆ ବ୍ୟବହାର ପାଇଁ ଏହି ଗହଣା ଗୁଡିକ ଉପଯୁକ୍ତ । ଏହି କାଳଜୟୀ ଗହଣା ପିସ୍ ଗୁଡିକ ଯେକୌଣସି ପୂଜା ସେଲିବ୍ରେସନରେ ଲାବଣ୍ୟ ଏବଂ ଆଧୁନିକତା ଯୋଡ଼ିବ।

ପୁରୁଷଙ୍କ ପାଇଁ ଚାନ୍ଦି ଭଣ୍ଡାର ଆଣିଛି ଆମୋଘ କଲେକ୍ସନ । ଜିରକନ ଷ୍ଟୋନ ସହିତ ୯୨.୫% ଷ୍ଟର୍ଲିଂ ସିଲଭରରେ ଅତି ଯତ୍ନର ସହ ପ୍ରସ୍ତୁତ ଏହି ଗହଣା ଷ୍ଟାଇଲିସ ଲୁକ ପ୍ରଦାନ କରୁଛି । ଦୁର୍ଗା ପୂଜା ସେଲିବ୍ରେସନରେ ଏହି କଲେକ୍ସନ ଉପଯୁକ୍ତ ବିକଳ୍ପ ହେବ । ଏହା ସହିତ ନିତିଦିନିଆ ବ୍ୟବହାର ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ । ପରମ୍ପରା ଏବଂ ଆଧୁନିକତାର ମିଶ୍ରଣ ହେଉଛି ଏ କଲେକ୍ସନ ।
ଏହି ପୂଜା ଋତୁ ସେଲିବ୍ରେସନ ପାଇଁ ଚାନ୍ଦି ଭଣ୍ଡାର ଆଣିଛି ସ୍ୱତନ୍ତ୍ର ଅଫର । ଗ୍ରାହକ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଗଢା ମଜୁରୀରେ ଫ୍ଲାଟ ୩୦% ରିହାତି ପାଇବେ । ଏଥିସହିତ ଆକର୍ଷଣୀୟ ମୂଲ୍ୟରେ ନିଜ ମନ ପସନ୍ଦର ରୂପ ଗହଣା କିଣିବାର ସୁଯୋଗ ପାଇବେ ଗ୍ରାହକ ।
ଉତ୍ସାହକୁ ଆହୁରି ବଢାଇବା ପାଇଁ ଚାନ୍ଦି ଭଣ୍ଡାର ବ୍ରାଣ୍ଡ ଆମ୍ବାସାଡ଼ର ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ସ୍ୱତନ୍ତ୍ର ଦୁର୍ଗା ପୂଜା ବିଜ୍ଞାପନ କ୍ୟାମ୍ପେର୍ନ ଉନ୍ମୋଚନ କରୁଛି । ପୂଜା ଋତୁରେ କିପରି ଉପହାର ବିନିମୟ କରାଯାଇଥାଏ ଏବଂ ପ୍ରତ୍ୟେକ ସେଲିବ୍ରେସନକୁ ସ୍ୱତନ୍ତ୍ର କରିବାରେ କିପରି ଷ୍ଟାଇଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହାକୁ ଏହି ବିଜ୍ଞାପନରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି ।