ଚାଷ ପାଇଁ ପାଣି ଯୋଗାଣ

0

ସୋନପୁର/ଓମପ୍ରକା ମିଶ୍ର: ଆଜି ଉଲୁଣ୍ଡା ବ୍ଳକର ଠେଙ୍ଗୋ ପ୍ରୋଜେକ୍ଟ ହରିହର ଯୋରରୁ ଖରିଫ ରୁତୁର ଚାଷ ପାଇଁ୧୪୨ମି ୫୦ ସେମି ପାଣି ଛଡାଯାଇଛି।ଏହି କାର୍ୟ୍ୟକ୍ରମ ରେ ଉଲୁଣ୍ଡା ବ୍ଳକ ର ଚାଷୀ କମିଟି ର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ନାଏକ ପୂଜାର୍ଚ୍ଚନା କରାଯାଇ କେନାଲ ଗେଟର ପରିଚାଳନା କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜାଲୋଏ ଚାଷୀ କମିଟି ର ସଭାପତି, ଉପ ସଭାପତି ସୁଧିର ବଘାର, ଉଲୁଣ୍ଡା ସଭାପତି ହଳଧର ଅଧରପଲିଆ,ନବକମ୍ପ,ବୁଠି ଭୋଇ,ଜେଇ ସମିରକାନ୍ତ ସିଂ, ପ୍ରଫୁଲ୍ଲ ଭସାଣି ପ୍ରମୁଖ ସେଠାରେ ଉପସ୍ଥିତ ରହି ଡେମ ପ୍ରୋଜେକ୍ଟ ହରିହର ଯୋର ରୁ ପାଣି ଛଡା ଯାଇଥିଲାକ୍ଷ