ରସଗୋଲା ପରେ ଆରିସା,ଛେନାପୋଡ,ରସାବଳି ପାଳି

0

(ମମତା ସାମଲ)ରିପୋର୍ଟସଟୁଡେ: ଶେଷ ହେଲା ରସଗୋଲା ଲଢେଇ । ଓଡିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା । ଏହାପରେ ପାଳି ରହିଛି ଆରିସା,ଛେନାପୋଡ,ରସାବଳିର । ତଥ୍ୟ ସଂଗ୍ରହ ପରେ ଏହିସବୁ ପାଇଁ ରାଜ୍ୟ ପକ୍ଷରୁ ଦାବୀ କରାଯିବା ନେଇ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସୂଚନା ଦେଇଛନ୍ତି ।
ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବାରୁ ଗର୍ବିତ ଅନୁଭବ କରୁଥିବା ରାଜ୍ୟ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର କହିଛନ୍ତି ।