ଆସନ୍ତା କାଲି ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଭୁବନେଶ୍ୱର : ବାତ୍ୟା ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ।  ଆସନ୍ତା କାଲି ଦିନ ୧୦ଟାରେ  ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କ୍ଷୟକ୍ଷତି ଅଞ୍ଚଳଗୁଡିକୁ ଏରିଏଲ ସର୍ଭେ ମାଧ୍ୟମରେ  ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।  ଲୋକମାନଙ୍କୁ ସହାୟତା କିଭଳି ଯୋଗାଇ ଦିଆଯାଇପାରିବ । ବିଶେଷ କରି ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା, ଜଗତସିଂହପୁର ଏହି ସବୁ ଜିଲ୍ଲାଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରିବେ । ଏହା ସହିତ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିବେ । କ୍ଷତିଗ୍ରସ୍ଥ ଅଞ୍ଚଳଗୁଡିକୁ କିଭଳି ସେବା ଯୋଗାଇପାରିବେ ସେ ଉପରେ ମଧ୍ୟ କରିବେ ଆଲୋଚନା ।