ଅନୁଗୁଳ ମେଡ଼ିକାଲରେ ବିରଳ ଶିଶୁ

0

(ତ୍ରିଲୋଚନ ରାଉତ / ରିପୋର୍ଟସ ଟୁଡ଼େ ) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡି଼କାଲରେ ଆଜି ଏକ ବିରଳ ଶିଶୁ ଦେଖିବାକୁ ମିଳିଛି । ଶିଶୁଟିର ପାଟି ଓ ମୁହିଁ ଅସୁର ପରି ଦେଖାଯାଉଛି । ଫଳରେ ଏହି ଶିଶୁ ଟିକୁ ଦେଖି ମେଡ଼ିକାଲ କର୍ମଚାରୀ ଓ ପରିବାର ଭୟଭୀତ ହୋଇପଡ଼ିଛନ୍ତି । ଏଭଳି ଶିଶୁର ଜନ୍ମ କୁ ନେଇ ପରିବାର ଲୋକେ ଚିନ୍ତାରେ ଥିବାବେଳେ ଶିଶୁ ଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି ।