( ସେକ ମୋହିନୁଲ ହକ): ବାଣପୁରବଲୁଗାଁନାଚୁଣି ଆଂଚଳିକ କ୍ରିୟାନୁଷ୍ଠାନ କମିଟି ଡାକରାରେ ବାଣପୁର ଉପଖଣ୍ଡ ମାନ୍ୟତା ଦାବିନେଇ ୧୫ରିଖ ଠାରୁ ଅନିଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଶାନ୍ତିପୂଣ୍ଣ ଭାବେ ତହସିଲ ଅଫିସ ସାମନାରେ ଗଣ ଧାରଣାର ପଂଚମ ଦିବସରେ ଖୋର୍ଧା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କମାର ସାହୁ ସଭାସ୍ଥଳରେ ପହଞ୍ଚି ଦାବିପତ୍ର ଗହଣ କରିଥିଲେ। ଏହି ସଭାରେ ଆଦିବାସୀ ଅଂଚଳରୁ ପ୍ରାୟ ୫୦୦ରୁ ଅଧିକ ମହିଳା ପୁରୁଷଙ୍କ ସହ୧୦୦୦ରୁ ଅଧିକ ଜନସାଧାରଣ ଯୋଗଦେଇଥିଲେ।
ଆଗାମୀ ଦିନରେ ସରକାର ତଥା ପ୍ରଶାସନ ଯଦି କୌଣସି ନଶ୍ଚିତ ନ ନିଅନ୍ତି ଶାନ୍ତିପୁଣ୍ଣ ଗଣଧାରଣା ଉଗ୍ରରୂପନେବ ଓ ସ୍ଥାନୀୟ ସମସ୍ତ ଅଫିସ କର୍ୟ୍ୟବଂଦ କରାଇବାର ନିଷ୍ପତି କ୍ରିୟାନୁଷ୍ଠାନ କମିଟିଦ୍ବାରା ନିଦ୍ଧିଷ୍ଟ ହୋଇଅଛି।