ସ୍କୁଲରେ ଦୋଳିରୁ ପଡି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ

0

ଯାଜପୁର : ସ୍କୁଲରେ  ଦୋଳିରୁ ପଡି  ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଟମକା ଥାନା ନୟା  ବଗପାଟିଆ ପ୍ରଥମିକ ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସଙ୍ଗେ ସଙ୍ଗେ ତାଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଦାନଗଦି ମେଡିକାଲ ଡାକ୍ତର ସେଠାରେ ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ଭିଟରେ ଶିକ୍ଷକଙ୍କୁ ଘେରିଲେ ମୃତ ଛାତ୍ରଙ୍କ ପରିବାର ।