ଏନ୍କାଉଣ୍ଟର୍ରେ ସଫା

କୁଲଗାମରେ ନିହତ ୩ ଆତଙ୍କୀ

0

ଭାରତୀୟ ସେନାର ଏନ୍କାଉଣ୍ଟର୍ ।ମିଳିତ ଆଟାକ୍ରେ ସଫା ହୋଇଛନ୍ତି ୩ ଜଣ ଲସ୍କର ଆତଙ୍କବାଦୀ ।କୁଲଗାମରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ ।ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ ।ସେହି ସମୟରେ ଉଭୟ ଆତଙ୍କବାଦୀ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ ।ଏଥିରେ ୩ ଜଣ ନିହତ ହୋଇଥିବା ବେଳେ, ୨ଜଣ ଲୁଚିଥିବା ସୂଚନା ମିଳିଛି ।ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଜାରିରଖିଛି ।