ମହିଳା ଦିବସ ମଞ୍ଚ ରୁ ନବୀନଙ୍କୁ  ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ମହିଳା ଦିବସ ମଞ୍ଚ ରୁ ନବୀନଙ୍କୁ  ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ | ରାଜନୀତି ଜୀବନ ରେ ମହିଳା ସଶକ୍ତିକରଣ ଏକ ସୁନ୍ଦର ଢଗ 24 ବର୍ଷ ଧରି ଢଗ ଶୁଣୁଥିଲୁ | ଭୋଟ ବ୍ୟାଙ୍କ ପାଇଁ 24 ବର୍ଷ ଧରି ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ଥିଲା | ନିର୍ବାଚନ ଆସିଲେ 5 ବର୍ଷ ରେ ଥରେ ଦେଇଦେଲେ ସରିଗଲା | ଋଣ ର ସୁଧ କୁଆଡେ ସରକାର ଦେଉଥିଲେ | କିନ୍ତୁ କେନ୍ଦ୍ର ସରକାର 7 ଟଙ୍କା ଓଡ଼ିଶା ସରକାର 4 ଟଙ୍କା ଦେଉଥିଲେ | ଓଡ଼ିଶାରେ ପରିବର୍ତ୍ତନ ର ନୂଆ ଯୁଗ ଆସିଛି | ମହିଳା ଙ୍କ ଗୁରୁତ୍ୱପୂର୍ଣ ଯୋଗଦାନ ରହିବ | ଯେଉଁମାନେ ଆମ ନିନ୍ଦୁକ ସେମାନେ ଦେଖି ଏହା ସାହିପାରୁନାହାନ୍ତି  | ସେମାନେ ଆଜି ଆମ ବିରୁଦ୍ଧରେ କମେଣ୍ଟ କରିଛନ୍ତି 27 ଟଙ୍କା ଦେଉଛନ୍ତି ଦିନକୁ ବାହା ବାହା ନେଉଛନ୍ତି | ଆମ ନିନ୍ଦୁକ ଆମକୁ ବିରୋଧ କରୁଛନ୍ତି କହିପାରିବେ କି 24 ବର୍ଷ ଭିତରେ ମହିଳା ଙ୍କୁ ଆଗକୁ ଆଣିବାକୁ 24 ପଇସା ଦେଇଛନ୍ତି କି | ମହିଳା ଙ୍କୁ ଉତ୍ସାହିତ କରିବା କଥା, ସରକାରଙ୍କୁ ନୂଆ ଯୋଜନା ପାଇଁ ପ୍ରସ୍ତାବ ଦେବା କଥା | ମହିଳା ଙ୍କୁ ଆଗକୁ ଯିବାକୁ ଅଟକାଇବା ଏହା ଶୋଭା ପାଏନି | କଂଗ୍ରେସ କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଉ ଗୋଟେ ନିନ୍ଦୁକ କଳା ପଟି ବନ୍ଧୀକି ବସିଛନ୍ତି | ଅତୀତ ରେ ଲମ୍ବା ସମୟ ଦାୟିତ୍ୱ ନେଇ ମହିଳା ଙ୍କୁ ଆଗକୁ ଆଣିବା କଥା | ସେସମୟ ରେ ଲଜ୍ଜା ଜନକ ଘଟଣା ଘଟିଛି | ହିଂସା ଟିକେ ରହିବ | ବିରୋଧୀ ଦଳ ର ନେତା ମାନେ ବିଧାନସଭା ଲବି ରେ ଆଲୋଚନା କରନ୍ତି ସେମାନେ କହୁଥିଲା ସୁଭଦ୍ରା ଆମ ସରକାର କରିପାରିଥାନ୍ତା ଆମ ସରକାର କାହିଁକି କଲା ନାହିଁ | ମୋହନ ସରକାର ସବୁ ବାହା ବାହା ନେଇଗଲେ