ମାଟ୍ରିକ ପିଲାଙ୍କ ପାଇଁ କୋଚିଂ କ୍ୟାମ୍ପ

0

ବଡ଼ଦିନ ଛୁଟିରେ ପାଠ ପଢ଼ାଇବେ ଅନୁଗୁଳ ଜିଲ୍ଲାର ଶିକ୍ଷକ। ମାଟ୍ରିକ ପିଲାଙ୍କ ପାଇଁ ଆୟୋଜନ କରାଯିବ କୋଚିଂ କ୍ୟାମ୍ପ। ଏନେଇ ଜିଲ୍ଲା ର ସବୁ ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।