ସୁବର୍ଣ୍ଣପୁର ଜିଲ୍ଲାରେ କଲେଜର ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିଆ ଆରମ୍ଭ

0

(ଓମ୍ ପ୍ରକାଶ ମିଶ୍ର): ସୋନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଶାୟୀ ପାର୍ଥୀ ମାନେ ର୍ଥ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଛାତ୍ର ନେତା ଚନ୍ଦନ ବେହେରା ନାମରେ ନାରା ଦେଇଥିଲେ ।ଛାତ୍ର ସଂସଦ ନିବାଚନକୁ ନେଇ ଆରମ୍ଭ ହୋଇଥିବା ବେଳେ କଟକଣାକୁ ଦୁଷ୍ଟିରେ ସବୁକିଛି ଗୋପନୀୟ ଚାଲିଥିବା ଦେଖାଯାଉଛି।ତେବେ ଛାତ୍ର ରାଜନିତୀରେ ସକ୍ରିୟ ଥିବା ଏଭିବିପି ଓ ଛାତ୍ରଛାତ୍ରୀମାନେ କାହାକୁ ସମର୍ଥନ କରୁଛନ୍ତି ତାହା ଜଣା ପଡୁ ନାହିଁ ।ତେବେ ଆଜି ଠାରୁ ଛାତ୍ର ରାଜନୀତିକୁ ନେଇ କଲେଜ କେମ୍ଫସ୍ ଚଳଚଞ୍ଚଳ ହେବା ଆରମ୍ଭ ହୋଇଛି।