ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ଚାଷ ପାଇଁ ମିଳିବ କ୍ଷତିପୂରଣ

0

ଭୁବନେଶ୍ୱର: ଅଷ୍ଟ୍ରମ ଦିନରେ ପହଞ୍ଚିଛି ବିଧାନସଭା ଅଧିବେଶନ । ବିରୋଧିଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଶାସକ ଦଳ । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖୀଲଙ୍କ ପ୍ରଶ୍ନର ଉତ୍ତର ରଖି କୃଷି ମନ୍ତ୍ରୀ କହିଛନ୍ତି , ଆର ଆଇ ଙ୍କ ରିପୋର୍ଟ କୁ ଅପେକ୍ଷା କରାଯାଇଛି। ରିପୋର୍ଟ ମିଳିବାପରେ ତୁରନ୍ତ କ୍ଷତିପୂରଣ ଦିଆଯିବ। ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ଚାଷ ପାଇଁ ମିଳିବ କ୍ଷତିପୂରଣ। ରାଜସ୍ବ ନୀରିକ୍ଷକ ଙ୍କ ରିପୋର୍ଟ ଆଧାରରେ କ୍ଷତିପୂରଣ ଦିଆଯିବ ବୋଲି କହିଲେ କୃଷି ମନ୍ତ୍ରୀ।