ଭୁବନେଶ୍ୱର: ସର୍ବପୁରାତନ ଦଳ କଂଗ୍ରେସ ସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ଅଛି। ନିର୍ବାଚନ ଲଢ଼ିବା ପାଇଁ କଂଗ୍ରସ ପ୍ରସ୍ତୁତ। କଂଗ୍ରେସ ଦଖଲ ରେ ଥିବା ନିର୍ବାଚନ ମଣ୍ଡଳୀ ହେଉଛି ଝାରସୁଗୁଡା କହିଲେ ଭୁଲ ହେବନି। ନେତା ପଛରେ ଲୋକ ଜାଆନ୍ତି, ସେ ନେତା ନାହାନ୍ତି ତେଣୁ କଂଗ୍ରସ କୁ ଲୋକେ ଫେରିବେ। ଆଇନ ଶୃଙ୍ଖଳା ହେବ କଂଗ୍ରେସ ର ମୁର୍ଦ୍ଦା, ଲୋକଙ୍କୁ ସରକାର ସୁରକ୍ଷା ଦେଇପାରୁନାହାନ୍ତି ଯେଉଁ ଦଳ ସରକାର ଗଠନ କରିଛି ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି। ଦରଦାମ ବୃଦ୍ଧି, ପର କେପେଟାରେ ଝାରସୁଗୁଡା 1 ନଂ କିନ୍ତୁ ପିଇବା ପାଣି ମିଳୁନି, ଲୋକଙ୍କ ପାଖରେ ପଂହଁଚିବା ଦରକାର ଯାହା ଫଳରେ କଂଗ୍ରେସ ଜିତିବ, ସବୁଠାରୁ ବଡ଼ ମୁର୍ଦା ହେବ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ସାରା ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବିଗିଡି ଯାଇଛି ଆଇନ ଶୃଙ୍ଖଳା, ସୁପ୍ରିମକୋର୍ଟ ଅର୍ଡର ମାନୁନାହାନ୍ତି ସରକାର ତାହେଲେ ଆଇନ ଶୃଙ୍ଖଳା କେମିତି ଅଛି ଅନୁମାନ କରିହେଉଛି। ଶାସକ ଦଳ ଯାହା କଲେ ମାଫ ମିଥ୍ୟା କେଶ ଲଗେଇ ଦିଆଯାଉଛି ବିରୋଧୀ ଙ୍କ ଉପରେ। ବଲାଙ୍ଗୀର ନକଲି ସାର୍ଟିଫିକେଟରେ ଶାସକ ଦଳର ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତି ଏଥିସହ ସେହି ବ୍ୟକ୍ତିଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ସହ ଫୋଟ ଭାଇରଲ ହେଉଛି। ବଲାଙ୍ଗୀର ପୋଲିସ ଚୋର ଧରିବାରେ ଲାଗିଛି।