ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ବ ହେଉଛି ବିଧାନସଭା ର ବଜେଟ ଅଧିବେଶନ | ଅଧିବେଶନ ପୂର୍ବରୁ ବସିଲା କଂଗ୍ରେସ ବିଧାୟକ ଦଳ ବୈଠକ, ବିଭିନ୍ନ ପ୍ରସଙ୍ଗ ରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲା ରଣନୀତି | ମଣ୍ଡିରୁ ଧାନ ନ ଉଠିବା, କଟନୀ ଛଟନୀ, କଣାସ ରେ ହଇଜା ବ୍ୟାପିବା, ଆଇନ ଶୃଙ୍କଳା ବିପ୍ରଯ୍ୟସ୍ତ,ବାରବାଟୀ ଅଵେବସ୍ତା, ବେକାରୀ, ସୀମା ବିବାଦ, ଭଳି ପ୍ରସଙ୍ଗ ଏହା ସହିତ ନିର୍ଵାଚନ ସମୟରେ ଦେଇଥିବା ପ୍ରତିଶୃତି ରଖିନଥିବା, 300ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ଼ କରିବା ପ୍ରସଙ୍ଗ ଉଠାଇ ସରକାର ଙ୍କୁ ଘେରିବ କଂଗ୍ରେସ |