ବେଗୁନିଆ ବୋଲଗଡରେ କଂଗ୍ରେସର ମଶାଲ ଶୋଭାଯାତ୍ରା…

0

ବେଗୁନିଆ ବୋଲଗଡ ରେ କଂଗ୍ରେସ ନେତା ଓ କର୍ମୀ ଙ୍କୁ ନେଇ ମଶାଲ ଶୋଭାଯାତ୍ରା । ବେଗୁନିଆ ର ବିଧାୟକ ପାର୍ଥୀ ପୃଥିବୀ ବଳଭ ପଟନାୟକ ଙ୍କ ଦ୍ୱରା ମଶାଲ ଶୋଭାଯାତ୍ରା ହୋଇଯାଇଛି ।

ଏଥିରେ ଅନେକ କର୍ମୀ ମଧ୍ୟ୍ୟ ଯୋଗ ଦେଇଥିଲେ । କଂଗ୍ରେସ ର ଅନେକ ଟାଣୁଆ ନେତା ଙ୍କୁ ମଧ୍ୟ୍ୟ ଶୋଭାଯାତ୍ରା ରେ ଦେଖିବାକୁ ମିଳିଥିଲା । ନାରୀ ନିର୍ଯ୍ୟାତନା ନେଇ ସରକାରଙ୍କୁ ଟାର୍ଗେଟ କରିବା ସହ ବିଭିନ୍ନ ନାରାବାଜି ଦେଇଥିଲେ ।

ନାରୀ କୁ ସୁରକ୍ଷା ଦେବାରେ ପୂର୍ବତନ ବିଜେଡି ସରକାର ଓ ଏବେକାର ବିଜେପି ସରକାର ଫେଲ୍ ମାରିଛି ବୋଲି ସ୍ଲୋଗାନ ମାନ ଦେଇଥିଲେ ।