ଚାଷୀଙ୍କୁ ନ୍ୟାର୍ଯ୍ୟ ଦାବି ପାଇଁ ଆସନ୍ତା ୩୦ତାରିଖ ଅକ୍ଷୟ ତୃତୀୟାରୁ ଆନ୍ଦୋଳନ କରିବ କଂଗ୍ରେସ

0

ଭୁବନେଶ୍ୱର;ଚାଷୀଙ୍କୁ ନ୍ୟାର୍ଯ୍ୟ ଦାବି ପାଇଁ ଆସନ୍ତା ୩୦ତାରିଖ ଅକ୍ଷୟ ତୃତୀୟାରୁ ଆନ୍ଦୋଳନ କରିବ କଂଗ୍ରେସ | ଅକ୍ଷି ମୁଠି ଅନୁକୂଳ ସହ ଚାଷୀଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ କରିବା ସହ ପ୍ରତି ଜିଲ୍ଲା ରେ ଚାଷୀ ସଭା କରିବ କଂଗ୍ରେସ | ଚାଷୀ ଙ୍କୁ ସୁରକ୍ଷା ଦେବା କଂଗ୍ରେସ ର କର୍ତ୍ତବ୍ୟ |