ଭୁବନେଶ୍ୱର : କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା ।ଫେବୃଆରୀ ୧୮ରୁ ଭୁବନେଶ୍ୱରରେ କଂଗ୍ରେସର ସଂକଳ୍ପ ପଦଯାତ୍ରା । ଭୁବନେଶ୍ୱର ବିମାନବନ୍ଦର ଠାରୁ ପଦଯାତ୍ରା ଆରମ୍ଭ ହେବ । ଲିଙ୍ଗିପୂା, ପିପିଲି ଚନ୍ଦନପୁର ଦେଇ ପୁରୀ ଯାଏଁ ପଦଯାତ୍ରା କରିବ ଦଳ । ଫେବୃଆରୀ ୧୮ରୁ୨୦ ତାରିଖ ଯାଏଁ ପଦଯାତ୍ରା କରିବ କଂଗ୍ରେସ । ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ।