୨୪ ଘଣ୍ଟାରେ କରୋନା ନେଲା ଆଉଏକ ଜୀବନ , ମୃତ୍ୟୁ ସଂଖ୍ୟ ୨କୁ ବୃଦ୍ଧି

0

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୫୮ ଜଣ ପଗେଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଝାସୁଗଡା ଜିଲ୍ଲାର ଜଣେ ମହିଳା । ସେ କରୋନା ସହିତ ମଧ୍ୟ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ । କଟକ ଏସସିବି କୋଭିଡ ଡାକ୍ତରଖାନାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯ୍ଧବଥିଲା ପରେ ତାଙ୍କୁ କଟକ ଏସସିବି କୋଭିଡ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠି ତାଙ୍କର ଅବସ୍ଥା ଅଧିକ ବିଗିଡି ଯାଇଥବଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।