ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି, ଷଷ୍ଠ ରାଉଣ୍ଡରେ ବି ଦୀପାଳି ଆଗରେ

0

ଭୁବନେଶ୍ୱର:ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪ହଜାର ୫୧୦ ଭୋଟରେ ଆଗୁଆ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୧ହଜାର ୨୫୬ ଭୋଟ୍ , ବିଜେପି ପ୍ରାର୍ଥୀଙ୍କୁ ୬ହଜାର ୭୪୬ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ୨୬୩ ଭୋଟ । ସେହିପରି ତୃତୀୟ ,ଚତୁର୍ଥ ଏବଂ ପଞ୍ଚମ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଛି । ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି। ଦେଖନ୍ତୁ ତାଲିକା
ବିଜେଡି -୫୯୪୪
ବିଜେପି -୩୨୩୮
କଂଗ୍ରେସ -୧୨୩
ପ୍ରଥମ ରାଉଣ୍ଡ ରେ ୨୭୦୬ ଭୋଟରେ ବିଜେଡି ଆଗୁଆ
ଦ୍ୱତୀୟ ରାଉଣ୍ଡ
ବିଜେଡି -୫୩୧୨
ବିଜେପି -୩୫୦୮
କଂଗ୍ରେସ -୧୪୦
ଦ୍ୱତୀୟ ରାଉଣ୍ଡ ରେ ୧୮୦୪ଭୋଟରେ ବିଜେଡି ଆଗୁଆ
ଦ୍ୱତୀୟ ରାଉଣ୍ଡ ସୁଦ୍ଧା ୪୫୧୦ ଭୋଟ ରେ ବିଜେଡି ଆଗୁଆ
ତୃତୀୟ ରାଉଣ୍ଡ

ବିଜେଡି -୬୨୮୭
ବିଜେପି -୩୧୬୪
କଂଗ୍ରେସ -୨୫୮
ତୃତୀୟ ରାଉଣ୍ଡ ରେ ୩୧୨୩ଭୋଟରେ ବିଜେଡି ଆଗୁଆ
ଚତୁର୍ଥ ରାଉଣ୍ଡ
ବିଜେଡି -୬୦୭୨
ବିଜେପି -୩୫୨୭
କଂଗ୍ରେସ -୩୦୦
ଚତୁର୍ଥ ରାଉଣ୍ଡରେ ୨୫୫୪ ଭୋଟରେ ବିଜେଡି ଆଗୁଆ
ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୧୦୧୭୮ ଭୋଟ ରେ ଆଗୁଆ
ପଞ୍ଚମ ରାଉଣ୍ଡ
ଦୀପାଳି ଦାସ – ୬୪୩୫
ଟଙ୍କଧର ତ୍ରିପାଠୀ – ୩୦୬୮
ତରୁଣ ପାଣ୍ଡେ -୩୨୯
ପଞ୍ଚମ ରାଉଣ୍ଡରେ ଦୀପାଳି ଦାସ ୩୩୬୭ଖଣ୍ଡ ଭୋଟରେ ଆଗୁଆ
ବିଜେଡି -୩୦୦୫୦
ବିଜେପି -୧୬୪୯୯
କଂଗ୍ରେସ -୧୧୫୫
ପଞ୍ଚମ ରାଉଣ୍ଡ ରେ୧୩୫୫୧ ଭୋଟ ରେ ବିଜେଡି ଆଗୁଆ
ଷଷ୍ଠ ରାଉଣ୍ଡ

ଦୀପାଳି ଦାସ – ୫୫୫୯
ଟଙ୍କଧର ତ୍ରିପାଠୀ – ୩୩୫୯
ତରୁଣ ପାଣ୍ଡେ -୮୧୪

ଷଷ୍ଠ ରାଉଣ୍ଡରେ ଦୀପାଳି ଦାସ ୨୨୦୬ଖଣ୍ଡ ଭୋଟରେ ଆଗୁଆ

ବିଜେଡି -୩୫୬୦୯
ବିଜେପି -୧୯୮୫୮
କଂଗ୍ରେସ -୧୯୩୯
ଷଷ୍ଠ ରାଉଣ୍ଡ ରେ ୧୫୭୫ ଭୋଟ ରେ ବିଜେଡି ଆଗୁଆ