କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି :ନବମ ରାଉଣ୍ଡରେ ୨୩୫୯୦ଭୋଟ ରେ ବିଜେଡି ଆଗୁଆ

0

ଝାରସୁଗୁଡ଼ା :ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷାରେ ଭୋଟ ଗଣତି ଚାଲିଛି। ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ। ତିନି ଯୁବ ନେତା । ଯିଏ ବି ଜିତିବ ପ୍ରଥମ ଥର ବିଧାୟକ ହେବେ

ନବମ ରାଉଣ୍ଡ
ଦୀପାଳି ଦାସ – ୪୫୫୭
ଟଙ୍କଧର ତ୍ରିପାଠୀ – ୨୬୩୩
ତରୁଣ ପାଣ୍ଡେ -୧୮୩
ନବମ ରାଉଣ୍ଡରେ ଦୀପାଳି ଦାସ ୧୯୨୪ଖଣ୍ଡ ଭୋଟରେ ଆଗୁଆ
ସମୁଦାୟ
ବିଜେଡି -୫୧୭୮୦
ବିଜେପି -୨୮୧୯୦
କଂଗ୍ରେସ -୨୮୨୩
ନବମ ରାଉଣ୍ଡ ରେ ୨୩୫୯୦ଭୋଟ ରେ ବିଜେଡି ଆଗୁଆ