କୋଭିଡ ନେଇଛି ୫୦ ସାମ୍ବାଦିକଙ୍କ ଜୀବନ ;ସର୍ବାଧିକ ଗଞ୍ଜାମରୁ ୧୦ଜଣ

0

ଭୁବନେଶ୍ୱର ; କୋଭିଡ ଅନେକକଙ୍କ ଜୀବନ ନେଇଛି । କିଏ ପରିବାରକୁ ହରାଇଛି ତ ଆଉ କିଏ ସାଙ୍ଗ ସାଥୀଙ୍କୁ ।ସେହିପରି କୋଭିଡ ନେଇଛି ୫୦ ସାମ୍ବାଦିକଙ୍କ ଜୀବନ ।ସର୍ବାଧିକ ଗଞ୍ଜାମରୁ ୧୦ଜଣ, ଖୋର୍ଦ୍ଧା ଏବଂ ଭୁବେନେଶ୍ୱରରୁ ୮, ସୁନ୍ଦରଗଡ଼ରୁ ୪ଜଣ ମୃତ୍ୟୁ ବରଣ କରିଛନ୍ତି ।୪୯ଜଣ ଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଛି । ଗୃହ ରେ ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ।