ଟ୍ରକ ଚକ ତଳେ ଚାପି ହୋଇ ଗାଈ ମୃତ
ଟ୍ରକ ଚକ ତଳେ ଚାପି ହୋଇ ଗାଈ ମୃତ । ଆଜି ସକାଳ ୮ଟା ସମୟରେ ଟ୍ରକ ଚକ ତଳକୁ ଏକ ଗାଈ ପଶିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
(କଣ୍ଟାବାଞ୍ଜି) : ଟ୍ରକ ଚକ ତଳେ ଚାପି ହୋଇ ଗାଈ ମୃତ । ଆଜି ସକାଳ ୮ଟା ସମୟରେ ଟ୍ରକ ଚକ ତଳକୁ ଏକ ଗାଈ ପଶିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଟ୍ରକଟି ଆନ୍ଦ୍ରପ୍ରଦେଶ ବୋଲି ଜଣା ପଡିଛି। ଗାଈର କ୍ଷତିପୂରଣ ବାବଦକୁ ଟ୍ରକ ଡ୍ରାଇଭର ଗାଈ ମାଲିକଙ୍କୁ ୪ହଜାର ଟଙ୍କା ଦେଇ ଥିବା ଜଣାପଡିଛି।
ସୂଚନାନୁଯାୟୀ , ବଙ୍ଗୋମୁଣ୍ଡାରୁ କଣ୍ଟାବାଞ୍ଜି ପଟକୁ ଏକ ମାଲ ବୋଝେଇ ଟ୍ରକ Ap35y9699 କଣ୍ଟାବାଞ୍ଜି ଆସୁଥିବାବେଳେ ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରେ ଏକ ଗାଈ ହଡାତ ରାସ୍ତା ଉପରକୁ ଦୌଡି ଆସି ଥିଲା। ଫଳରେ ଗାଈଟି ଟ୍ରକର ପଛ ଚକ ତଳେ ପଶି ଯାଇଥିଲା ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ଟ୍ରକଟି ଆନ୍ଦ୍ରପ୍ରଦେଶ ବୋଲି ଜଣା ପଡିଛି। ଗାଈର କ୍ଷତିପୂରଣ ବାବଦକୁ ଟ୍ରକ ଡ୍ରାଇଭର ଗାଈ ମାଲିକଙ୍କୁ ୪ହଜାର ଟଙ୍କା ଦେଇ ଥିବା ଜଣାପଡିଛି।