ରେଳ ଧାରଣାରେ ଫାଟ

0

(ରିପୋର୍ଟସ ଟୁଡ଼େ)ରାଉରକେଲା : ରାଉରକେଲାର ରେଲୱେ ଷ୍ଟେସନରେ ଅଘଟଣ ଘଟିଛି । ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ କ୍ୟାବିନ୍ ନିକଟ ଟ୍ରାକରେ ଫାଟ ଦେଖାଯାଇଥିଲା । ରେଲୱେ ଷ୍ଟେସନରେ ଫାଟ ଦେଖି ଗାର୍ଡ ରେଡ୍ ସିଗନାଲ ଦେଇଥିଲେ । ଯେଉଁଥିପାଇଁ ଅଳ୍ପକେ ବର୍ତ୍ତିଯାଇଥିଲା ଟାଟା -ଆଲ୍ମେପା ଏକ୍ସପ୍ରେସ । ତେବେ ହାୱଡା–ମୁମ୍ବାଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।