ଭୁବନେଶ୍ୱର;ବର୍ତମାନ ରାଜ୍ୟରେ ୧୯୧ ଟି ନିର୍ମାଣଧୀନ, ୧୬ ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ହୋଇଛି । ପ୍ରଥମ ପର୍ୟ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ ଟି ସମ୍ପୂର୍ଣ ହେବ । ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ ଟି ସମ୍ପୂର୍ଣ ହେବ । ୨୦୨୨-୨୩ ଶେଷ ଭାଗରେ ଆରମ୍ଭ ହୋଇଥିବା ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୮୧ ଟି ୨୦୨୬ ସୁଦ୍ଧା ସମ୍ପୂର୍ଣ ହେବ । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ପଂଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଉତ୍ତର ।
।