ବାଲିଯାତ୍ରା: ତୁଟିଲା ବିବାଦ ଲାଗିବ ଦୋଳି ।

0

(ବିଶ୍ୱଜିତ୍ ଦାସ): ତୁଟିଲା ଦୋଳିମାଲିକ ଓ ଜିଲ୍ଲ ପ୍ରଶାସନ ମଧ୍ୟରେ ବିବାଦ ବାଳିଯାତ୍ରାରେ ଦୋଳି ଳାଗିବାନେଇ ସ୍ପଷ୍ଟ କଲେ ଅତିରିକ୍ତ ଜିଲ୍ଲାପାଳ । ଦୋଳି ମାଲିକ ଯେଉଁ ଜାଗା ଚହିଁବେ ସେହି ଜାଗା ଯୋଗାଇଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ହେଲେ ଦୋଳି ମାଲିକ କହିଛନ୍ତି ବିଳମ୍ବରେ ସମସ୍ୟାର ସମାଧାନ ହେତୁ ବାଲିଯାତ୍ରା ଆରମ୍ଭର ଦୁଇ ଦିନପରେ ଦୋଳି ଲାଗିବ ।