ସାଲେପୁର/ ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବ୍ଲକ୍ ଛକ ଠାରେ ଅଗ୍ନିକାଣ୍ଡ। ଗୋଟିଏ ମାଛ ବିକ୍ରୀ ଦୋକାନ ଓ ଗୋଟିଏ ଚା’ ଦୋକାନ ଜଳି ପାଉଁଶ ହୋଇଯାଇଛି । ତେବେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନା ରେ କରିଛନ୍ତି ଦୋକାନୀ । ଉଭୟ ଦୋକାନ ରେ ଥିବା ଲକ୍ଷାଧିକ ଟଙ୍କା ର ସଂପତ୍ତି ପୋଡ଼ି ଯାଇଥିବା ସୂଚନା। କେଉଁ କାରଣରୁ ଦୋକାନ ରେ ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ ।