ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ପକ୍ଷରୁ ନୃତ୍ୟସେବା ପରିବେଷଣ

0

ଗଜପତି-: ମାହାରୀ ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ। ମାହାରୀ ଓ ଓଡ଼ିଶୀ ନୃତ୍ୟହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ। ପୂର୍ବେ ଦେବଦାସୀମାନଙ୍କଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟ ପ୍ରଦର୍ଶନ କରାଯାଉଥିଲା। ଦେବଦାସୀ ମାନଙ୍କ ଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟ ପ୍ରଦର୍ଶନ କରାଯାଉଥିଲା। ସମ୍ଭବତଃ ରାଜା ଚୋଡ଼ଗଙ୍ଗଦେବଙ୍କ ସମୟରେ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । ତେବେ ଗତକାଲି ବଡ଼ ଦାଣ୍ଡରେ ମାହାରୀ ନୃତ୍ୟ ଓ ଓଡ଼ିଶୀ ନୃତ୍ୟ ସେବା ପରିବେଷଣ କରି ଥିଲେ ଗୁରୁ ଡି. ପ୍ରିୟଙ୍କା ଓ  ତାଙ୍କର ଛାତ୍ରୀ ମାନେ । ଏହି  ନୃତ୍ୟ ସେବା କରି ବେଶ ଖୁସି ଓ ନିଜକୁ ଧନ୍ୟ ମନେ କରିଛନ୍ତି ସମସ୍ତ ନୃତ୍ୟଶିଳ୍ପୀ ।