ଦଶପଲ୍ଲା (ଦିଲ୍ଲୀପ କୁମାର ଜାନି) : ତିନିବର୍ଷ ପୂର୍ବେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଥିବା ବେଳେ ବର୍ତ୍ତମାନ ରାଜ୍ୟ ତଥା ଜିଲ୍ଲାର ଦଳୀୟ ନେତୃମଣ୍ଡଳୀ ଓ ବିଜୁଜନତା ଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୁଣି ଦ୍ଵିତୀୟ ଥର ପାଇଁ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିର୍ବାଚିତ ହୋଇଛନ୍ତି।