ଦ୍ୱିତୀୟ ଦିନ ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା

0

ଭୁବନେଶ୍ୱର: ଦ୍ୱିତୀୟ ଦିନ ଆକାଶ ମାର୍ଗ ରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପାଇଁ ଟିମ ପ୍ରସ୍ତୁତ । କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପହଁଚିବା ପରେ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାହାରିବେ ଟିମ । ଉପସ୍ଥିତ ଅଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ।